ଓଡ଼ିଶା ଇତିହାସରେ ପ୍ରଥମ : ରାଜ୍ୟ ସରକାରଙ୍କ ସମ୍ପତ୍ତି ଜବତ କଲା ଘରୋଇ ସଂସ୍ଥା

ଭୁବନେଶ୍ବର: ଓଡ଼ିଶା ଇତିହାସରେ ପ୍ରଥମ ଘଟଣା ଘଟିଲା। ରାଜ୍ୟ ସରକାରଙ୍କ ସମ୍ପତ୍ତି ଏକ ଘରୋଇ ସଂସ୍ଥା ଜବତ କଲା। ଅଧିକାରୀମାନଙ୍କର ଅପାରଗତା ଓ ପରିଚାଳନାଗତ ତ୍ରୁଟି ଯୋଗୁ ସରକାର ଏଭଳି ଏକ ଅଭାବନୀୟ ପରିସ୍ଥିତିର ସାମ୍ନା କଲେ। ସମ୍ବଲପୁରରେ ଏକ ପ୍ରକଳ୍ପରେ ଖର୍ଚ୍ଚ ହୋଇଥିବା ୨୦ କୋଟି ଟଙ୍କା ଏଲ୍‌ ଆଣ୍ଡ ଟିକୁ ସରକାର ନ ଦେବାରୁ ଗତକାଲି ସନ୍ଧ୍ୟାରେ ବାଣିଜ୍ୟ କୋର୍ଟ ସିଭିଲ୍‌ ଜଜ୍‌(ସିନିୟର ଡିଭିଜନ୍‌)ଙ୍କ ଆଦେଶ ବଳରେ, … Continue reading ଓଡ଼ିଶା ଇତିହାସରେ ପ୍ରଥମ : ରାଜ୍ୟ ସରକାରଙ୍କ ସମ୍ପତ୍ତି ଜବତ କଲା ଘରୋଇ ସଂସ୍ଥା